ରାୟଗଡା: ନିୟମଗିରି ଡଙ୍ଗର ରାଣୀ ସପୁରୀକୁ ନେଇ ଚିନ୍ତାରେ ଡଙ୍ଗରିଆ କନ୍ଧ l ଡ଼ଙ୍ଗରିଆଙ୍କ ଜୀବନ ଜୀବିକାର ମୁଖ୍ୟ ଫସଲ ହେଉଛି ସପୁରୀ । ତେବେ ଲକଡାଉନ ପ୍ରଭାବରେ ଡଙ୍ଗର ଜାତ ସପୁରୀ ଫସଲ ବିକ୍ରିବଟା ଚିନ୍ତା ବଢାଇଛି l ସପୁରୀ ଠିକ୍ ରୂପେ ବିକ୍ରି ହେଉନଥିବା ବେଳେ ଚାଷୀ ମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଯେଉଠି ପ୍ରତିବର୍ଷ ବେପାରୀଙ୍କ ଭିଡ ଜାମୁଥିଲା ସେଇଠି ବଡ ବେପାରୀଙ୍କ ଦେଖା ନାହିଁ । ହତାଶ ହୋଇ କମଦରରେ ସପୁରି ଦେବାକୁ ବାଧ୍ୟ ହେଉଛନ୍ତି l କିଛି ବ୍ୟବସାୟୀ ମାନେ ଡଙ୍ଗରିଆ ମାନଙ୍କ ସରଳତାର ସୁଯୋଗ ନେଇ ଶହ ଶହ ଟନ ସପୁରୀ କମ୍ ଦରରେ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି । ଯାହା ପାଇଁ କ୍ଷତି ସହୁଛନ୍ତି ଏହି ସପୁରୀ ଚାଷୀ .. .
BREAKING NEWS
- No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି ଟଙ୍କା…ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
- Odisha Train Girl Students AI, Data Science: ଏଆଇ ଏବଂ ଡାଟା ସାଇନ୍ସରେ ଆଗକୁ ବଢିବେ ଝିଅ, ପ୍ରତିବର୍ଷ ୧୦୦୦ ଛାତ୍ରୀଙ୍କୁ ଦେବେ ସରକାର ପ୍ରଶିକ୍ଷଣ
- Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ
- Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ, ଆମ୍ନାସାମ୍ନୀ କଥା ହେବେ ଓଡିଶା-ଛତିଶଗଡ
- LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି ଟଙ୍କା…
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
- ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର
Comments are closed.