Latest Odisha News

BREAKING NEWS

ପଞ୍ଜାବ କଂଗ୍ରେସର ମୁଖ୍ୟ ହେବେ ସିଦ୍ଧୁ!

ନୂଆଦିଲ୍ଲୀ: କିଛି ଦିନ ଧରି ନବଜୋତ ସିଂ ସିଦ୍ଧୁଙ୍କ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ମୁଖ୍ୟ ପଦରେ ଅବସ୍ଥାପିତ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ନିଯୁକ୍ତ ହେବାର ଖବର ମଧ୍ୟରେ ଶୁକ୍ରବାର ଦିନ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି।

ପଞ୍ଜାବର କଂଗ୍ରେସ ସାଧାରଣ ସମ୍ପାଦକ ହରିଶ ରାୱତ ମଧ୍ୟ ସିଦ୍ଧୁଙ୍କ ସହ ଏହି ବୈଠକରେ ଉପସ୍ଥିତ ଅଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.