ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି ।
ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂଙ୍କ ଉପସ୍ଥିତିରେ ଡିଏଗୋର ନାଭାଲ ଏୟାର ଷ୍ଟେସନ ନର୍ଥ ଆଇଜଲ୍ୟାଣ୍ଡରେ ଆମେରିକା ଏହାକୁ ହସ୍ତାନ୍ତର କରିଥିଲା । ହେଲିକପ୍ଟର ଚଳାଇବା ପାଇଁ ଭାରତୀୟ ପାଇଲଟମାନେ ଆମେରିକାରେ ପ୍ରଶିକ୍ଷଣ ନେବେ । ପାଣି ଭିତରେ ଶତ୍ରୁର ଚକ୍ରବ୍ୟୁହକୁ ଏହା ଭେଦ କରିପାରିବ ।
BREAKING NEWS
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
Comments are closed.