ଟୋକିଓ: ଭାରତର ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ବିଭାଗରେ ପ୍ରବେଶ କରିଛନ୍ତି । ସେ ପଦକ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩ ଓ ୨୨-୨୦ରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ୫୬ ମିନିଟ ସମୟ ଲାଗିଥିଲା । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଏଥର ସ୍ୱର୍ଣ୍ଣ ଟାର୍ଗେଟରେ ରହିଛନ୍ତି ।
ହକି: ଜାପାନକୁ ହରାଇଲ ଭାରତ: ପୁରୁଷ ହକିରେ ମଧ୍ୟ ଆଜି ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତ ପୁଲ ଏର ଅନ୍ତିମ ମ୍ୟାଚରେ ଜାପାନକୁ ୫-୩ରେ ପରାସ୍ତ କରିଛି । ଏଥିସହ ପୁଲରେ ଦ୍ୱିତୀୟ ସ୍ଥାନରେ ରହି ଭାରତ କ୍ୱାର୍ଟର ଫାଇନାରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଗୁରଜନ୍ତ ସିଂ ୨ଟି, ହରମନପ୍ରୀତ ସିଂ, ସମଶେର ସିଂ, ନୀଳକାନ୍ତ ଶର୍ମା ଗୋଲ ଦେଇଥିଲେ । ଜାପାନ ପକ୍ଷରୁ କେଂଟା ଟାନାକା ୨ଟି ଓ କୋଟା ୱାଟାନାବେ ଗୋଟିଏ ଗୋଲ ସ୍କୋର କରିଥିଲେ ।
BREAKING NEWS
- ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
- ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ
- ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍କ ବର୍ଥ ବିକାଶ ପାଇଁ ଲେଟର୍ ଅଫ୍ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍
- Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!
- ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର
- ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ
- ଓଡ଼ିଶା ଉପକୂଳରେ ପ୍ରବଳ ପବନ ବହିବ, ଘଣ୍ଟା ପ୍ରତି ୬୦ କିମି…
- ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ
- Puri Temple Land in Pak: ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ

Comments are closed.