Latest Odisha News

ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

କଳାହାଣ୍ଡି: କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ଜିଲ୍ଲାରେ ନୂଆଁଖାଇ ତିନିଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡ଼ିଶା ସହ ଗ୍ରାମାଞ୍ଚଳରେ ତଥା ଦଶମୀ ତିଥିରେ ମାଆ ମାଣିକେଶ୍ୱରୀ ପୀଠରେ ନବାନ୍ନ ଲାଗି ହୋଇଛି ।

ଗତବର୍ଷ କରୋନା ପାଇଁ ଅନେକ ଭିଟାମାଟିକୁ ଫେରିନଥିବା ବେଳେ ଚଳିତବର୍ଷ ଅନେକ ପରିବାର ସହ ନୂଆଁଖାଇ ପାଳନ କରିଛନ୍ତି । ହେଲେ କରୋନା କଟକଣା ପାଇଁ ନୂଆଁଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବନ୍ଦ ରହିଛି ।

Comments are closed.