ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସଏଫ ବାହିନୀର ବରିଷ୍ଠ ଅଧିକାରୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବୁଲି ଦେଖିଛନ୍ତି । ତା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି BSF ADG ରାଜବିନ୍ଦର ସିଂ ଭଟ୍ଟି ଓ BSF IG ସତୀଶଚନ୍ଦ୍ର ସ୍ୱାଭିମାନ ଅଞ୍ଚଳ ପରେ ବଣ୍ଡା ଘାଟିରେ ମଧ୍ୟ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । କିଭଳି ମାଓ ଦମନ କରାଯାଇପାରିବ ଓ ଏହାର ମୁକାବିଲା କରାଯାଇପାରିବ ସେ ନେଇ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।
BREAKING NEWS
- ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ; ଚାଲିଗଲା ୧୫ ଜଣଙ୍କ ଜୀବନ, ଅନେକ ଗୁରୁତର
- ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ; ୭ ଦିନ ଯାଏଁ ନିସ୍ତାର ନାହିଁ…
- ‘ଭୂତ ବଙ୍ଗଲା’କୁ ପଛରେ ପକାଇଲା ‘ଧୁରନ୍ଧର ୨’: ୫ମ ସପ୍ତାହାନ୍ତରେ ବି ରୋଜଗାର କଲା କୋଟି କୋଟି ଟଙ୍କା
- ସପ୍ତାହ ଆରମ୍ଭରୁ ଉଛୁଳିଲା ସେୟାର ବଜାର, ୧୬୦ ପଏଣ୍ଟ ଟପିଲା ସେନସେକ୍ସ
- ପାକିସ୍ତାନୀ ଯୁଦ୍ଧ ବିମାନ ମୁତୟନ ମଧ୍ୟରେ କାହିଁକି ସାଉଦି ଆରବ ଗସ୍ତ କଲେ ଭାରତର ‘ଜେମ୍ସ ବଣ୍ଡ’?
- ୬ ଘଣ୍ଟାର ଚେତାବନୀ, ତା’ପରେ ଗୁଳିଚାଳନା…ଇରାନୀ ଜାହାଜ ଟୌସ୍କା କିପରି ଆମେରିକା ହେପାଜତକୁ ଆସିଲା?
- ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଜଣ ଶିଶୁଙ୍କୁ ହତ୍ୟା…
- ଅସହ୍ୟ ହେଲାଣି ଗ୍ରୀଷ୍ମ ତାତି, ବରଗଡ ସହ ୧୩ଟି ଜିଲ୍ଲାରେ ବନ୍ଦ ହେଲା ଶିକ୍ଷାନୁଷ୍ଠାନ
- କିମସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ
- ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ
Comments are closed.