ଭୁବନେଶ୍ୱର :କଂଗ୍ରସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଭିତରେ କାହିଁକି ଓ କିଏ ଏପରି କାଣ୍ଡ ଘଟାଇଲେ ତାହା ଏବେ ସନ୍ଦେହ ଘେରରେ ରହିଛି। କଂଗ୍ରସ ଭବନ କୋଠରୀ ଭିତରେ ଅନେକ ଜିନିଷ ଭଙ୍ଗାରୁଜା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।ଏନେଇ ଏପଯ ୍ର୍ୟନ୍ତ କୌଣସି କଂଗ୍ରେସ କର୍ମୀଙ୍କ ପ୍ରତିକ୍ରିୟା ମିଳିପାରିନି।
BREAKING NEWS
- Road Accident: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୪ ଜଣ ଗୁରୁତର ଆହତ
- ବାଂଲାଦେଶ ନିର୍ବାଚନକୁ ‘ପ୍ରହସନ’ କହିଲେ ଶେଖ ହସିନା, ବାତିଲ କରିବାକୁ କଲେ ଦାବି
- ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
- ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…
- ପୁରୀରେ ବୁଲିଲା ଖଣ୍ଡା, ୨ ଆହତ
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ
- ମୋଦିଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହୁଁନି: ଟ୍ରମ୍ପ
- ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
- ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ
- ପୁଣି ନଜରକୁ ଆସିଲା ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ, ଯୁବକ ଅଟକ
Comments are closed.