Latest Odisha News

BREAKING NEWS

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ଘରୋଇ କଲେଜ ହଷ୍ଟେଲକୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସକମା ଗାଁରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁକ୍ତ ଦୁଇ ଦ୍ୱିତୀ ବର୍ଷର ଛାତ୍ରୀ ଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ଲୋଇସିଂହା ଥାନା ପୋଲିସ । ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା ଆଶଙ୍କା କରାଯାଉଛି । ଯଦି ସେ ଆତ୍ମହତ୍ୟା କଲେ ତେବେ କାରଣ କଣ ? ମୃଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି ପୋଲିସ ।

Leave A Reply

Your email address will not be published.