Latest Odisha News

BREAKING NEWS

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା ମାମଲାର ଶୁଣାଣି  କରିବା ସମୟରେ କୋର୍ଟ କହିଛନ୍ତି ଏହା ଆମ ସମାଜର ଏକ ସାଧାରଣ ଘଟଣା ହୋଇଗଲାଣି।ହେଲେ ଆମ ସମାଜରେ ଏହାକୁ ପରସ୍ପରର ସ୍ୱତନ୍ତ୍ର ମାମଲାରେ ପରିଗଣିତ କରାଯାଉଛି ବୋଲି ଆହ୍ଲାବାଦ କୋର୍ଟ କହିଛନ୍ତି । ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ ନୁହଁ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.