ଭୁବନେଶ୍ୱର : ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ । ନନ୍ଦନକାନନର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ମନୋଜ ଭି ନାୟାର । ମନୋଜ ପୂର୍ବରୁ ମସୁରିରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଶିକ୍ଷା ପ୍ରଶାସନ ବିଭାଗ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୧ ଓଡ଼ିଶା କ୍ୟାଡରର ଆଇଏଫଏସ ଅଫିସର। ନନ୍ଦନକାନନର ପୂର୍ବ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ମନୋଜ ମହାପାତ୍ର ମନୋଜ ମହାପାତ୍ର ଶ୍ରୀ ନାୟାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନାୟାର ପୂର୍ବରୁ ନନ୍ଦନକାନନର ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଥିଲେ । ଏବଂ ସେ ନନ୍ଦନକାନନର ଉନ୍ନତି ଦିବରେ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ନାୟାର କହିଛନ୍ତି।
BREAKING NEWS
- ବ୍ରିଜ ଭୂଷଣଙ୍କୁ ଦଳରୁ ବହିଷ୍କାର କରୁ ବିଜେପି, ତାଙ୍କ ପୁଅର ଟିକେଟ୍ ମଧ୍ୟ କାଟିବା ଉଚିତ୍: ଜୟରାମ ରମେଶ
- ବିଜେପିରୁ ବିତାଡିତ ହେଲେ ୭ ନେତା
- ୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..
- ବିଜେଡ଼ିର ବଡ଼ ଘୋଷଣା: ଜୁନ ୯ରୁ ଓଡ଼ିଶାକୁ ମିଳିବ ମାଗଣା ବିଜୁଳି
- ଭାଇରାଲ ହେଉଛି ରୋହିତ ଓ ଅଭିଷେକଙ୍କ ଆଲୋଚନା
- ପ୍ରଧାନମନ୍ତ୍ରୀଙ୍କ ରତ୍ନଭଣ୍ଡାର ନିଶାନା, କହିଲେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ
- ଦୋହା ଡାଇମଣ୍ଡ ଲିଗ: ନୀରଜଙ୍କୁ ରୌପ୍ୟ, କିଶୋର ୯ମ
- ଯୁକ୍ତଦୁଇ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଜଣେ ଫର୍ମାସି ଛାତ୍ର ଗିରଫ, ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି
- କାଲିର ରୋଡ୍ ସୋ’ ଭିଡିଓ ପୁଣି ଟୁଇଟ୍ କଲେ ମୋଦୀ, କହିଲେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ
- ସାଧାରଣ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର: ଦିନକ ପରେ ଦେଶରେ ୪ର୍ଥ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍