Latest Odisha News

୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ । ଅଭିଯୁକ୍ତ ଅବିନାସକୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କାର୍ଡର ସୁପରିଟେଣ୍ଡଣ୍ଟ କହିଛନ୍ତି ।

Comments are closed.