ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ବସିବ । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏଥିପାଇଁ ଆଜିର କ୍ୟାବିନେଟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ ବସି କିଛି ଶିଳ୍ପ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।
BREAKING NEWS
- ଗୋଆର ସାଧ୍ବୀ ସେଲ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬’
- ଅସହ୍ୟ ଖରା; ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା, ୨୦ରୁ ୨୩ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
- 3D Glass Solution ପ୍ରକଳ୍ପର ଶିଳାନ୍ୟାସ; ରାଜ୍ୟରେ ୨,୫୦୦ ନିଯୁକ୍ତି ସୃଷ୍ଟି କରିବ ଏହି ପ୍ରକଳ୍ପ
- ଦକ୍ଷିଣ ଲେବାନନରେ ଇସ୍ରାଏଲ ‘ହଳଦିଆ ରେଖା’ ଟାଣିଛି, ଯୁଦ୍ଧବିରତି ସତ୍ତ୍ୱେ ଲକ୍ଷ୍ୟସ୍ଥଳ ଉପରେ କଲା ଆକ୍ରମଣ
- ୪ ପର୍ଯ୍ୟାୟରେ ଖୋଲିବ ଇରାନର ଆକାଶପଥ…
- Heatwave Alert: ଆକାଶରୁ ନିଆଁ ବର୍ଷୁଛି, ଆସନ୍ତା ୨୩ ତାରିଖ ଯାଏଁ ଛୁଟି ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର
- Ratna Bhandar Inventory: ପ୍ରାୟ ଶେଷ ହେବା ଉପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ, ପୂର୍ବ ଗଣତିମଣତି ସଙ୍ଗରେ ଖାଉଛି ମେଳ…
- Indian ship after Iranian attack: ଇଏ କେଉଁ ପ୍ରକାର ବନ୍ଧୁତ୍ୱ? ‘ତୁମେ ଅନୁମତି ଦେଇ…ଏବେ ଗୁଳି ଚଳାଇଛ’…
- ପୁଣି ମା ହେବେ ଅଭିନେତ୍ରୀ ଦୀପିକା ପାଦୁକୋଣ, ସେୟାର କଲେ କ୍ୟୁଟ୍…
- ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ
Comments are closed.