ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ‘ସରି ଯାଇଥିବା ଅପେରା’ କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସେହିପରି ‘ଗୀତ କହେ ମାଟିର କଥା’ ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର-୨୦୨୧ ପୁରସ୍କାର । ଏହାସହ ଓଡ଼ିଆରେ ‘ସ୍ପର୍ଶ ଓ ଅନ୍ୟ ଗଳ୍ପ’ ପାଇଁ ଦେବବ୍ରତ ଦାସଙ୍କୁ ଯୁବ ପୁରସ୍କାର-୨୦୨୧ ମିଳିବ । ହୃଷୀକେଶ ମଲ୍ଲିକ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଅଛନ୍ତି । ପୂର୍ବରୁ ହୃଷୀକେଶଙ୍କୁ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । ଏହାସହ ତାଙ୍କର ସାହିତ୍ୟ କୃତି ପାଇଁ ସମ୍ମାନଜନକ ସାରଳା ପୁରସ୍କାର ପ୍ରଦାନ କରାଯାଇଛି ।
BREAKING NEWS
- ପଶ୍ଚିମ ଏସିଆ ଉତ୍ତେଜନା ମଧ୍ୟରେ ଭାରତର ପ୍ରସ୍ତୁତି ସମୀକ୍ଷା, CCS ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ
- ବଙ୍ଗଳା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ପାଇଁ ପାମ୍ପଲେଟ୍ ବାଣ୍ଟୁଛନ୍ତି CRPF ଯବାନ!
- Bou Buttu Bhuta at INCA 2026: ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ ଅର୍ଚ୍ଚିତା
- ଶେଷ ହେଲା କି ତୈଳ-LPG ସଙ୍କଟ? ହର୍ମୁଜ୍ ପ୍ରଣାଳୀ ଖୋଲିବା ଦ୍ୱାରା ଲାଭବାନ ହେବ ଭାରତ
- ଏହି ସବୁ ଜିଲ୍ଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି
- ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ, ଭାରତ ପାଇଁ କଲେ ବଡ଼ ଘୋଷଣା
- ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା, ଦିନ ତାପମାତ୍ରା ୪୩ ଡିଗ୍ରୀ ପାର୍
- ଘାଟିରେ ଭ୍ୟାନ ଖସିପଡ଼ିବାରୁ କେରଳର ଶିକ୍ଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ
- ଜାତୀୟ ସିନିୟର ରଗବୀ ସେଭେନ: ଓଡିଶା ମହିଳା ଦଳ ଚାମ୍ପିୟନ
- ଦୁଇ ନିଶା ବ୍ୟବସାୟୀ ଗିରଫ; ୨ ଲକ୍ଷର ବ୍ରାଉନ ସୁଗାର ଜବତ
Comments are closed.