ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କ ଘରେ ପଶି ଦିନ ଦ୍ୱିପ୍ରହରେ ଲୁଟ୍ । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ମହିଳାଙ୍କର ସୁନାଚେନ୍ , ମଙ୍ଗଳସୁତ୍ର , ମୋବାଇଲ ଲୁଟ୍ କରି ନେଇଛନ୍ତି ଦୁବୃର୍ତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୀତାଞ୍ଜଳି ପାଲଟା ସିଂ । ଦୁବୃର୍ତ୍ତଙ୍କ ଆକ୍ରମଣରେ ସେ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ପୋଲିସ ଛାନଭିନ୍ ଜାରି ରଛିଛ ।
BREAKING NEWS
- କାକୁଡି ରସ କମ୍ କରେ ହୃଦଘାତର ଆଶଙ୍କା
- ପ୍ରବଳ ଖରାରେ ସିଝୁଛି ଓଡ଼ିଶା, ହିଟୱେଭ୍ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା: ଦିଅଙ୍କ ଆଗରେ କେହି ନରହିବାକୁ ପ୍ରସ୍ତାବ ଗୃହୀତ
- ଆଜି ମୀନକୁ ଯିବେ ଶନି: ତିନି ଚାଶିର ଚମକିବ ଭାଗ୍ୟ
- ସିଜରିଆନ୍ ଅପରେସନ୍ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍ କଇଁଚି!
- ଚେନ୍ନାଇକୁ ୫୦ ରନ୍ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ
- ଏନ୍ଏଚ୍-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଦିଲ୍ଲୀ ନୁହେଁ ତାମିଲନାଡ଼ୁରେ ନବୀନ, ସାଙ୍ଗରେ ଅଛନ୍ତି ଭି.କେ ପାଣ୍ଡିଆନ୍!
- ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!
- ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?
Comments are closed.