ଭୁବନେଶ୍ୱର: ମହାବାତ୍ୟା ଫନି ରାଜଧାନୀ ଛୁଉଁଛୁଉଁ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଭୂମିଷ୍ଠ ହୋଇଛି ଜଣେ ଶିଶୁ କନ୍ୟା । ବାହାରେ ଯେତେବେଳେ ୧୦୦ରୁ ଅଧିକ ବେଗରେ ବର୍ଷା-ପବନ, ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ପଡ଼ୁଛି, ବିଜୁଳି ଯୋଗାଯୋଗ ବ୍ୟାହତ, ଚ୍ୟାନେଲ୍ରେ ନୋ ସିଗ୍ନାଲ୍… ଠିକ୍ ସେତିକିବେଳେ ମଂଚେଶ୍ୱର ରେଳବାଇ ହସ୍ପିଟାଲରେ ଶୁଭିଛି କୁଆଁକୁଆଁ; ଜନ୍ମ ହୋଇଛି ଏକ ଶିଶୁ କନ୍ୟା । ଦିନ ୧୧:୦୩ରେ ଜନ୍ମ ହୋଇଥିବା ଏହି ଶିଶୁକନ୍ୟାକୁ କୌତୂହଳରେ ସମସ୍ତେ ‘ଲେଡ଼ି ଫନି’ ଡାକୁଥିବା ଦେଖାଯାଇଛି ।
BREAKING NEWS
- ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ
- ଡିଲ୍ ବେଳେ ମହାବଳ ବାଘ ଛାଲ ଜବତ, ଜଣେ ଗିରଫ, ୨ ଫେରାର
- ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ
- Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ
- ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍
- ଦୋହା ଡାଇମଣ୍ଡ ଲିଗରେ ନୀରଜଙ୍କୁ ୪ର୍ଥ ସ୍ଥାନ, ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ହାସଲ କଲେ ଯୋଗ୍ୟତା
- ଯଶସ୍ୱୀଙ୍କ ଶତକ ଆଗରେ ଫିକା ପଡିଲା ଶାହୀଦଙ୍କ ଇନିଂସ: ଭାରତର କ୍ଲିନ ସୁଇପ
- ଟିଏମ୍ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ
- ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା ଚେତାବନୀ

Comments are closed.