Latest Odisha News

ରାଜଧାନୀରେ ଲାଗୁ ହେବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଦିଲ୍ଲୀରେ କୌଣସି ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ।

ସେ କହିଛନ୍ତି ଯେ “ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଲକଡାଉନ୍ ଲଗାଇବୁ ନାହିଁ।

ଗତ କିଛି ଦିନ ମଧ୍ୟରେ ସହରରେ ପ୍ରାୟ ୨୨,୦୦୦ କୋଭିଡ୍‌-୧୯ ମାମଲା ରେକର୍ଡ ହୋଇଥିବା ହେତୁ ଦିଲ୍ଲୀରେ ଲକ୍‌ଡାଉନ୍‌ ଲାଗୁ ହେବନି ବୋଲି ‌ସେ କହିଛନ୍ତି।

Comments are closed.