କଟକ: ରେଳ ଧାରଣାରୁ ତଳକୁ ଖସିଲା ଟ୍ରେନ୍ ବଗି । କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନି । ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ଲାଇନକୁ ଆଣିବା ପାଇଁ କାମ ଜାରି ରହିଛି ।
BREAKING NEWS
- ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ
- ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା ଚେତାବନୀ
- ପର୍ଯ୍ୟଟକଙ୍କ ପାଇଁ ବିହାର ସରକାରଙ୍କ ବଡ଼ ଅଫର: ଲଦାଖ ବୁଲିବା ଖର୍ଚ୍ଚରୁ ୫୦ ପ୍ରତିଶତ ବହନ କରିବେ ସରକାର, ଜାଣନ୍ତୁ କେମିତି ମିଳିବ ସୁବିଧା
- Amit Shah Vows To Expel Infiltrators: “ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ ଏହି ଦେଶରେ ରହିବେ”
- ‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି
- ଏଆଇଏଫଏଫର ନାମ ବଦଳି ହେବ କି ଏଫଏଫବି
- ପିଲା ଚୋର ଗୁଜବରୁ ଭୟାବହ ଭିଡ଼ ହିଂସା: ରାୟଗଡ଼ାରେ ଏନ୍ଜିଓ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, ଓଡ଼ିଶା ରାଜନୀତିରେ ନିଆଁ
- ବ୍ଲଡ୍ ବ୍ୟାଙ୍କ ବନ୍ଦ, ମିଳିଲାନି ରକ୍ତ: ୫୦ କିଲୋମିଟର ଦୂର ଭବାନୀପାଟଣା ଗଲା ବେଳେ ବାଟରେ ଆଖି ବୁଜିଲା ୫ ବର୍ଷର ଶିଶୁ
- ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ପିଏ ସାଜି ଠକେଇ ଉଦ୍ୟମ: ବ୍ରହ୍ମପୁରରୁ କୁଖ୍ୟାତ ଠକ ଗିରଫ
- ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସ୍ଥାନରେ ହେବ ସକାଳୁଆ ସ୍କୁଲ…

Comments are closed.