କଟକ: ଏଠାରେ ଚାଲିଥିବା ଓଡିଶା ଓପନ ବ୍ୟାଡମିଂଟନରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ଶ୍ୱେତପର୍ଣ୍ଣା ପଣ୍ଡା ଓ ବି.ଯାଦବ ଯୋଡି ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୈସୱାଲଙ୍କୁ ୨୧-୧୨, ୨୧-୧୨ ସେଟରେ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି । ଓଡିଆ ଝିଅ ଶ୍ୱେତପର୍ଣ୍ଣା ରାଜ୍ୟର ପ୍ରଥମ ମହିଳା ଖେଳାଳି ଭାବେ ସୁପର ୧୦୦ ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି ।
ଅନ୍ୟ ପ୍ରମୁଖ ମୁକାବିଲାରେ ଭାରତର ପ୍ରିୟାଂଶୁ ରାଜାୱତ ନିଜ ଦେଶର ମିଥୁନ ମଂଜୁନାଥଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି । ତୀଷା ଜଲି-ଗାୟତ୍ରୀ ଗୋପିଚାନ୍ଦ ମହିଳା ଡବଲ୍ସ ସେମିକୁ ଉନ୍ନୀତ ହୋଇଛନ୍ତି । କ୍ରିଷ୍ଣା ପ୍ରସାଦ ଓ ବିଷ୍ଣୁ ବର୍ଦ୍ଧନ ଯୋଡି ପୁରୁଷ ଡବଲ୍ସ କ୍ୱାର୍ଟରରେ ଶ୍ରୀଲଙ୍କା ଯୋଡିଙ୍କଠାରୁ ହାରି ଯାଇଛନ୍ତି ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.