ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ କାଜୋଲ ନିଜ ଝିଅର ଏକ ଫଟୋ ପୋଷ୍ଟ କରି କରୋନା ସଂକ୍ରମିତ ହୋଇଥିବା ଲେଖିଛନ୍ତି । ସେ କହିଛନ୍ତି, ରୋଗୀଣା ମୁହଁ ସମର୍ଥକ ଓ ପ୍ରଶଂସକଙ୍କୁ ଦେଖାଇବାକୁ ଚାହୁଁ ନାହାନ୍ତି । ଏଥିପାଇଁ ଝିଅର ହସ ହସ ଫଟୋକୁ ପୋଷ୍ଟ କରିଛନ୍କି କାଜୋଲ ।
View this post on Instagram
Comments are closed.