ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି ଓମିକ୍ରନ କଥା କହିବେ ତେବେ ରାଜ୍ୟରେ ଓମିକ୍ରନ ଅଧିକ ସଂକ୍ରାମକ ହୋଇନାହିଁ । ଅନ୍ୟ ରାଜ୍ୟରେ ମଧ୍ୟ ଓମିକ୍ରନ ଉପସ୍ଥିତି କମିବାରେ ଲାଗିଛି ।ମୋଟାମୋଟି କହିବାକୁ ଗଲେ ଆମ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।ତଥାପି ସମସ୍ତେ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
BREAKING NEWS
- ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ
- ଉଷା ପଢ଼ୀଙ୍କ ସହ ଆମେ ଭୁବନେଶ୍ୱରିଆ ପ୍ରତିନିଧିମଣ୍ଡଳର ସାକ୍ଷାତ;୨୦୨୫ ଗେଜେଟ୍ ବିଜ୍ଞପ୍ତି ଅଧୀନରେ ନିୟମିତକରଣ ପାଇଁ ଦାବି
- ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ପ୍ରହାର : ଭୟଙ୍କର ବିସ୍ଫୋରଣରେ ୨୭ ମୃତ
- Neeraj To Miss Asian Games:ଭାରତ ପାଇଁ ବଡ଼ ଝଟକା: ଡାଇମଣ୍ଡ ଲିଗ୍ ଫାଇନାଲ୍ ଓ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ; ଜାଣନ୍ତୁ କାରଣ
- Expired Biscuits: ଅଭିଯୋଗ ପରେ ବି କିଛି ଆକ୍ସନ ନେଲେନି ଅଫିସର, ଜୋର ଜବରଦସ୍ତି ଲୋକେ ଖୁଆଇଲେ ଏକ୍ସପାଏରୀ ବିସ୍କୁଟ୍…
- Burla Firing:ବିଚ୍ ରାସ୍ତାରେ ଗୁଳିମାଡ଼;ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ,ଦୁର୍ବୃତ୍ତ ଅଟକ
- ରାଜ୍ୟସଭା ସାଂସଦଙ୍କୁ ଠକି ଗିରଫ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ
- ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ ଜିଲ୍ଲାପାଳ
- Scorpion Venom: ବିଷ ବଞ୍ଚାଇବ ଜୀବନ…ଦାମ କୋଟି କୋଟି ଟଙ୍କା!
- ଆର୍ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଆସବାବପତ୍ର

Comments are closed.