Latest Odisha News

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦ ସାହୁ ଓ ଡ୍ରାଇଭରର ନାଁରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ବଲାଙ୍ଗିର ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ୍ ।

ସୂଚନା ଥାଉକି, ଆସନ୍ତା ୧୫ରେ ଗୋବିନ୍ଦଙ୍କୁ କୋର୍ଟ ଚାଲାଣ ୪ମାସ ପୂରିବ । ମମିତା ମାମଲାକୁ ନେଇ ଚାରିଆଡେ ବିଦ୍ରୋହ ଦେଖାଯାଇଥିଲା । ଛାତ୍ର ସଙ୍ଗଠନଠାରୁ ଆରମ୍ଭ କରି ରାଜନୈତିକ ସଙ୍ଗଠନ ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇ ଥିଲେ । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

Comments are closed.