ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡିଶା ପୋଲିସ ପକ୍ଷରୁ ୧,୬୧,୬୧,୪୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଡିଜିପି ଆରପି ଶର୍ମାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଏହି ଅର୍ଥ ରାଶିକୁ .ଚେକ ଆକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି ।
Dr.R.P.Sharma,IPS,DGP Odisha along with other senior police officers handed over a cheque of Rs.1,61,61,412/ to Sri A.P.Padhi Chief Secretary Odisha today on 22.05.2019 to support the victims affected by cyclone FANI @CMO_Odisha @SRC_Odisha @odisha_police #CycloneFaniAftermath pic.twitter.com/yO0WVYQwC1
— DGP, Odisha (@DGPOdisha) May 22, 2019
Comments are closed.