ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ । ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ ବିଜେଡି ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛ ନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି ।
ବିଜେଡି ବିଜୟୀ ପ୍ରାର୍ଥୀ:
୧.ବଡଚଣା(୧୭)-ଗଣେଶ୍ବର ବରାଳ- ବ୍ୟବଧାନ- ୬୩୮୫
୨.ବଡଚଣା(୧୮)-ସସ୍ମିତା ମହାନ୍ତି- ବ୍ୟବଧାନ- ୫୫୫୫
୩.ବରୀ(୨୨)-ଦିଲିପ କୁମାର ମହାନ୍ତି- ବ୍ୟବଧାନ-୮୬୭
୪.ବିଂଝାରପୁର(୨୬)-ନନ୍ଦ କିଶୋର ସାମଲ- ବ୍ୟବଧାନ-୧୦୩୭୫
୫.ଦାନଗଦି(୮)-ଟିନା ହାଇବ୍ରୁ- ବ୍ୟବଧାନ୩୭୬୨
୬.ଦଶରଥପୁର(୫)-ମନସ୍ବିନୀ ଦାସ- ବ୍ୟବଧାନ-୧୦୪୭୪
୭.ଧର୍ମଶାଳା(୧୨)-ପ୍ରଣତୀ ଲେଙ୍କା- ବ୍ୟବଧାନ- ୭୫୨୬
୮.ଧର୍ମଶାଳା(୧୩)-ସ୍ମତିରେଖା ବେହେରା- ବ୍ୟବଧାନ- ୧୨୩୧୬
୯.ଯାଜପୁର (୩୦)-ସୁନିତା ରାଉତ- ବ୍ୟବଧାନ- ୧୪୪୨୨
୧୦.କୋରେଇ(୨)-ଉମାକାନ୍ତ ମାଝି- ବ୍ୟବଧାନ-୬୯୨୧
୧୧.ରସୁଲପୁର(୩୪)-ମମତା ଖୁଣ୍ଟିଆ- ବ୍ୟବଧାନ-୭୪୭୯
୧୨. ସୁକିନ୍ଦା(୩୮)-ସାଧୁଚରଣ ଟୁୟୁ- ବ୍ୟବଧାନ-୪୦୩୬
Comments are closed.