ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ସାଲୁଗା ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସାଲୁଗା ପ୍ରଧାନ ସମୁଦାୟ ୫୩୨୩୮ ଭୋଟ୍ ପାଇଥିବାବେଳେ ଶ୍ୟାମଘନ ପ୍ରଧାନଙ୍କୁ ମିଳିଛି ୪୧୯୭୭ଟି ଭୋଟ୍ । ବିଜେପି ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ ୩୫୯୯୮ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…
- ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…
- ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ
- ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯
- ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ, କଂଗ୍ରେସକୁ ଦେଉଛନ୍ତି କଡ଼ା ଟକ୍କର
- Bijapur Naxal Encounter: ବିଜାପୁର ଏନକାଉଣ୍ଟର: ଆଉ ୬ନକ୍ସଲଙ୍କ ମୃତଦେହ ଉଦ୍ଧାର; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
- ଅଭିନେତା ସୁଧୀର ଦଲଭିଙ୍କ ଚିକିତ୍ସାରେ ସାହାଯ୍ୟ କରିବ ଶିରିଡି ସାଇ ବାବା ଟ୍ରଷ୍ଟ…
- ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- ଯେଉଁମାନେ କୋହଲି, ରୋହିତଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ: ଶାସ୍ତ୍ରୀ
- Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ
Comments are closed.