ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ପ୍ରମିଳା ବିଶୋୟୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨୦୪୭୦୭ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ପ୍ରମିଳା ବିଶୋୟୀ ସମୁଦାୟ ୫୫୨୭୪୯ ଭୋଟ୍ ପାଇଥିବାବେଳେ ଅନିତା ଶୁଭଦର୍ଶିନୀଙ୍କୁ ମିଳିଛି ୩୪୮୦୪୨ଟି ଭୋଟ୍ । ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ୫୯୯୭୮ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ
- ଏହି ମୁସଲିମ ଦେଶରେ ଅଛି ବିଶ୍ୱର ସବୁଠାରୁ ବଡ଼ ଶିବ ମନ୍ଦିର, କିଏ ତିଆରି କରିଥିଲେ ଜାଣନ୍ତି କି?
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ
- Geeta Pattnaik: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ
- ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
- T20 World Cup : ପୁଣି ହାରିଲା ପାକିସ୍ତାନ, ବିଜୟ ସହ ସୁପର ୮ରେ ଟିମ୍ ଇଣ୍ଡିଆ
- ପତ୍ନୀହନ୍ତାକୁ ଫାଶୀଦଣ୍ଡ;ଏସିଡ ମାଡ଼କରି…
- ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
Comments are closed.