ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମୁଦାୟ ୪୮୩୮୫୮ ଭୋଟ୍‍ ପାଇଥିବାବେଳେ ରବୀନ୍ଦ୍ର କୁମାର ଜେନାଙ୍କୁ ମିଳିଛି ୪୭୦୯୦୨ଟି ଭୋଟ୍‍ । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ୧୭୯୪୦୩ଟି ଭୋଟ୍‍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।