ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କୁ ୨୩୮୩୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀ ସମୁଦାୟ ୪୮୬୯୯୧ ଭୋଟ୍ ପାଇଥିବାବେଳେ ଅରୂପ ମୋହନ ପଟ୍ଟନାୟକଙ୍କୁ ମିଳିଛି ୪୬୩୧୫୨ଟି ଭୋଟ୍ । ସିପିଆଇ (ଏମ) ପ୍ରାର୍ଥୀ ଜନାର୍ଦ୍ଧନ ପତି ୨୩୦୨୬ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଝଗଡା ହେଲା ବୋଲି ଶିଶୁକୁ ମିଠାରେ ବିଷ ଦେଲେ ପଡୋଶୀ !ଶିଶୁଭବନରେ ଚାଲିଛି ଚିକିତ୍ସା …
- Indian man shot dead in US: ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା; ପିଜା ଡେଲିଭରି କରିବାକୁ ଡାକିଲେ.. ପହଞ୍ଚିବା ମାତ୍ରେ ଗୁଳି କଲେ
- ଭାରତୀୟ ଟିମ ପକ୍ଷରୁ ଖେଳିବା ପାଇଁ ସିରିୟସ ନାହାନ୍ତି ବୁମରାହ !
- ବାଘ ଛାଲ ବିକ୍ରି ନେଇ ଯୋଜନା ଚାଲିଥିବାବେଳେ ୨ ଶିକାରୀଙ୍କୁ ମାଡି ବସିଲା ପୋଲିସ, ୨ଟି କଲରାପତରିଆ ଚମଡ଼ା ଜବତ
- ଲେବାନନ ଉପରେ ଇସ୍ରାଏଲର ସବୁଠୁ ବଡ଼ ଆକ୍ରମଣ; ଜଣେ ବ୍ରିଗେଡିୟର ଜେନେରାଲଙ୍କ ସମେତ ୧୨ ନିହତ, ହିଜବୁଲ୍ଲାହର ୧୫୦ଟି…
- ଦିଗପହଣ୍ଡିରେ ଚାଞ୍ଚଲ୍ୟ; ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର
- ୧୨ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ
- ଗୋଠପାଟଣାରେ ୧୦୦୦ କୋଟି ବିନିଯୋଗରେ ନିର୍ମାଣ ହେବ ମଲ୍ଟି ପର୍ପୋଜ ସ୍ପୋର୍ଟସ କମ୍ପ୍ଲେକ୍ସ
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା; ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ବିଜେଡି
- ଫିଫା ବିଶ୍ୱକପ: ଇରାନ ଟିମକୁ ଏହି ସର୍ତରେ ମିଳିଲା ଭିଜା
Comments are closed.