ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ ବିକ୍ରି କରିବାର ଆଶଂଙ୍କା ରହିଛି ।ଏହି ଅବସରରେ ଆଜି ବିଭିନ୍ନ ଦୋକାନ ଗୁଡିକ ଉପରେ ଚଢାଉ କରାଯାଇଥିଲା ।ଯେଉଁ ସବୁ ଦୋକାନ ଗୁଡିକରେ କେମିକାଲ ରଙ୍ଗ ବିକ୍ରି ହେଉଥିଲା ସେ ସବୁ ଜବତ କରିଛି ପୋଲିସ । ଆଜି କମିଶନରେଟ ପୋଲିସ ପକ୍ଷରୁ ପଟିଆ, ୟୁନିଟ୍ -୧ ମାର୍କେଟ, ଶୈଳଶ୍ରୀ ବିହାର, ଶିରିପୁର , ଚନ୍ଦ୍ରଶେଖର ପୁର ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା ।
BREAKING NEWS
- ଆରବିଆଇର ନୂଆ ଗାଇଡଲାଇନ୍, ଏହି ଦୁଇ ନଂରୁ ଆସିବ ବ୍ୟାଙ୍କିଂ କଲ୍…
- ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୟରାମ ସମେତ ଟଳିଲେ ୧୪ ନକ୍ସଲ
- ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି
- ୪ ଦିନ ପରେ ବ୍ରଜ କିଶୋର ଦାସଙ୍କ ଘରୁ ବାହାରିଲା ଆଇଟି ଟିମ୍
- ଶିକ୍ଷାନୀତି ୨୦୨୦: ଏଣିକି ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ ଯିବେ ଛାତ୍ରଛାତ୍ରୀ
- ‘ଗୋମୂତ୍ର ପିଇଲେ ଜ୍ବର ଗାଏବ’: ଚର୍ଚ୍ଚାରେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ
- ବିଦ୍ୟୁତ ଆଘାତରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଶିକାର ପାଇଁ ବିଛାଯାଇଥିଲା ତାର
- କଣାସରେ ଝାଡ଼ାବାନ୍ତି ଆକ୍ରାନ୍ତ ଘଟଣା: ସାମୁହିକ ଭୋଜି କରିବାକୁ ପ୍ରଶାସନର ବାରଣ
- ରାଜ୍ୟରେ କମିବ ଶୀତ, ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍, ୧୦ ମାଓବାଦୀ ସଫା
Comments are closed.