ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି । ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିଜେପି ଏଜେଣ୍ଟ ଅନୀଲ ସିଂଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ।
BREAKING NEWS
- ୧୯୦ ଦେଶରେ ତ୍ରୟୋଦଶ ଅନ୍ତର୍ଜାତୀୟ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ
- Nitin Naveen in Odisha: ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ;ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ
- Sweden’s prestigious award: ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ; ପାଇଲେ ୩୧ତମ ଗ୍ଲୋବାଲ ଆଓ୍ବାର୍ଡ
- ମସ୍କୋରେ ୟୁକ୍ରେନର ବଡ଼ ଡ୍ରୋନ୍ ହମଲା: ଜଣେ ଭାରତୀୟ ମୃତ, ୩ ଆହତ
- ଭାରତର ଏହି ଗାଁ ସମ୍ପୂର୍ଣ୍ଣ ଶାକାହାରୀ, ଏହା ପଛରେ କାରଣ କ’ଣ ଜାଣନ୍ତି?
- ଯୁଦ୍ଧ ଶେଷ ପାଇଁ ପାଞ୍ଚଟି ବଡ଼ ସର୍ତ୍ତ ରଖିଲେ ଟ୍ରମ୍ପ, ରାଜି ହେବ ତ ଇରାନ?
- ଏହି ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭିଡି ସତୀଶନ୍
- ଧୋନୀଙ୍କୁ ନେଇ ପ୍ରଶଂସକଙ୍କୁ ବୋକା ବନାଉଛି କି ସିଏସକେ
- ସଫାରି ଜିପକୁ ଆକ୍ରମଣ କଲା ଗଣ୍ଡା, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ…
- ଝିଅର ନିଆରା ନାମ ରଖିଲେ ନିର୍ଦ୍ଦେଶକ ଆଟଲି, ଜାଣନ୍ତୁ କଣ ରହିଛି ଅର୍ଥ…
Comments are closed.