ଭୁବନେଶ୍ୱର : ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଏନେଇ ମୋଦି ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟରେ ମୋଦି ନବୀନ ଓ ତାଙ୍କ ଟିମକୁ ଶୁଭକାମନା ଜଣାଇବା ସହ ଓଡିଶାର ପ୍ରଗତି ଲାଗି କେନ୍ଦ୍ରର ପୂର୍ଣ୍ଣ ସହଯୋଗ ମିଳିବା ନେଇ ପ୍ରତିଶୃତି ଦେଇଛନ୍ତି ।
Congratulations to Shri Naveen Patnaik Ji on taking oath as Odisha’s Chief Minister. Best wishes to him and his team in fulfilling the people’s aspirations. I assure complete cooperation from the Centre in working for Odisha’s progress. @Naveen_Odisha
— Narendra Modi (@narendramodi) May 29, 2019
ଏହାବ୍ୟତିତ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Best wishes to Shri @Naveen_Odisha on taking oath as the Chief Minister of Odisha. I am hopeful that the State Govt. in Odisha will proactively support the Centre in uplifting the lives of our Odia brothers & sisters to help further the dream of a developed & #NewOdisha.
— Dharmendra Pradhan (@dpradhanbjp) May 29, 2019
Comments are closed.