Latest Odisha News

BREAKING NEWS

Browsing Tag

Twitter

ଟ୍ୱିଟରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଦେବାକୁ ପଡ଼ିବ ୫୦ଲକ୍ଷ ଜରିମାନା

କର୍ଣ୍ଣାଟକ : ଟ୍ୱିଟରକୁ ହାଇକୋର୍ଟଙ୍କ ବଡ଼ ଝଟକା । ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ । ଏବେ ଟ୍ୱିଟରକୁ ଦେବାକୁ ୫୦ଲକ୍ଷ ଟଙ୍କା ଜରିମାନା । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲା ଟ୍ୱିଟର । ଯେଉଁଥିରେ ଇଲେକ୍ଟ୍ରୋନିକ ଓ…

ବ୍ଲୁ ଟିକ୍‌ ପାଇବା ପରେ ଏଲନମସ୍କଙ୍କ ପାଇଁ ଗୀତ ଗାଇଲେ ବିଗ୍‌ ବି ଅମିତାଭ  

ଭୁବନେଶ୍ୱର : ରାତି ଅଧରେ ହଟିଯାଇଥିଲା ବଡ଼ବଡ଼ିଆଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁଟିକ୍‌ । ଆଉ ଏହାକୁ ନେଇ ସମସ୍ତେ ବିବ୍ରତ ହୋଇପଡ଼ିଥିଲେ । ସମସ୍ତଙ୍କ ଠାରୁ ଅଧିକ ବ୍ୟତିବ୍ୟସ୍ତ ହୋଇଥିଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ବ୍ଲୁ ଟିକ୍‌ ପାଇବା ପରେ ଖୁସିରେ ଗୀତ ଗାଇବାକୁ ଲାଗିଲେ…

ପୁଣି ଆରମ୍ଭ ହେଲା ବର୍ଷା ଓ ଅନୁଭବଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ !

ମିଛ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…

ଗୋଟିଏ ମେଲ ହଜେଇ ଦେଇଛି ଟୁଇଟର କର୍ମଚାରୀଙ୍କ ନିଦ

ନୂଆଦିଲ୍ଲୀ:ଟୁଇଟର କର୍ମଚାରୀଙ୍କ ହୃଦସ୍ପନ୍ଦନ ବଢେଇ ଦେଇଛି ଗୋଟିଏ ମେଲ । ଆଜି ମଧ୍ୟାହ୍ନରେ ପ୍ରତ୍ୟେକ କର୍ମଚାରୀଙ୍କ ପାଖକୁ ଏହି ମେଲ ଆସିଛି । ଏଥିରେ ସିଧା ସିଧା କୁହାଯାଇଛି ଯେ, ଯେତେ ଶିଘ୍ର ପାରୁଛ ନିଜ ଅଫିସର କାମ ସାର । ସଂନ୍ଧ୍ୟା ସୁଦ୍ଧା ନିଜର ଜିନିଷପତ୍ର ଧରି ଡ୍ୟୁଟି ସରିବା ପରେ…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ଘୃଣା ବଜାରରେ ପ୍ରେମ ଦୋକାନ ଖୋଲିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆାଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନ ଦେଇ । ରାହୁଲଙ୍କର ବିବଦୀୟ ବୟାନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା । ଏପରିକି ସଂସଦରେ…