ଗୁଣୁପୁର: ମଙ୍ଗଳବାର ପୂଜାରୀପୁଟ ଧାନ ମିଲ୍ ନିକଟରେ ବଜ୍ରାଘାତରେ ଜଣଙ୍କ ପ୍ରାଣ ଚାଲିଯାଇଛି । ଭାଲେରି ଗ୍ରାମର କରୁଣାକର କୁମ୍ଭାର ଚାଷ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରାଘାତ ପଡ଼ି ତାଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ଗୁଣୁପୁର ସଦର ଡାକ୍ତରଖାନାକୁ ନେଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
BREAKING NEWS
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ
- ଆମେରିକା ସେନାର ବଡ଼ ଆକ୍ରମଣ: ୧୧ ଜଣଙ୍କ ମୃତ୍ୟୁ
- ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି
- ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ
- ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସ ହରାଇଲା ବଡ଼ ୱିକେଟ, ବିଜେପିରେ ଯୋଗଦେବେ ଭୂପେନ ବୋରା
- ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରି ‘ଜୟ ହୋ’ ଲେଖିଲେ ଫ୍ରାନ୍ସ ରାଷ୍ଟ୍ରପତି
- ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’
- ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
- ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ
Comments are closed.