ମୟୁରଭଞ୍ଜ : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ।
ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ ଆଳରେ ପାଟି ଫିଟୁନଥିବା ଜୀବ ମାନଙ୍କୁ ଧରି ନାଚ କରିବା ବେଶ୍ ନିନ୍ଦନୀୟ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରେ। ବାହାଘର ପ୍ରସେସନରେ ସାପୁଆ କେଳା ଜଣକ ବିନ୍ ବଜାଇ ଗୀତର ତାଳେ ତାଳେ ସାପ ଧରି ନାଚୁଥିବାର ଦୃଶ୍ୟ ସବୁଆଡେ ଭାଇରାଲ ହୋବାରେ ଲାଗିଛି।
ତେବେ ଏହି ସାପ ସହ ନାଚୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ପରେ ନିଆଯାଇଛି ପଦକ୍ଷେପ। ଆଉ ଶେଷରେ ସାପଟିକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।
BREAKING NEWS
- ନୟାଗଡ଼ ଅଜିତ ସାହୁ ବିଭତ୍ସ ହତ୍ୟାକାଣ୍ଡ: ୪ ମୁଖ୍ୟ ଅଭିଯୁକ୍ତ, ରାଡାରରେ ବେଆଇନ ପଥର ମାଫିଆ
- ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
- ଦେଶ ପାଇଁ ସୁନା କିଣା କମାନ୍ତୁ: ମୋଦୀଙ୍କ ଅପିଲ୍ ପଛର କାରଣ କ’ଣ? ଜାଣନ୍ତୁ ଅତୀତରେ କେବେ ସରକାର କରିଥିଲେ ଏମିତି ଅନୁରୋଧ
- ନିଯୁକ୍ତି ଦୁର୍ନୀତି: ଟିଏମସି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ
- ଅଡୁଆରେ ବିଜେଡି ସାଂସଦ ସୁଲତା ଦେଓ, ଥାନାରେ ରୁଜୁ ହେଲା ମାନହାନୀ ମାମଲା
- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ: ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ
- ପଶ୍ଚିମବଙ୍ଗର ୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ..
- ୨୦୪୦ ସୁଦ୍ଧା ସ୍ୱଦେଶୀ ହେବ ବାୟୁସେନାର ଶକ୍ତି, AMCA ଏବଂ Tejas Mk2 ହେବେ ନୂଆ ମେରୁଦଣ୍ଡ
- ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି
- PDP leader Iltija Mufti:ମେହବୁବା ମୁଫତିଙ୍କ ଝିଅଙ୍କ X ଆକାଉଣ୍ଟ ଭାରତରେ ହେଲା ବ୍ଲକ; କାରଣ ଜାଣନ୍ତୁ…
Comments are closed.