ମୁମ୍ବାଇ: ଆରଆରଆର ଫିଲ୍ମ ଦେଶ ଓ ବିଦେଶରେ ବ୍ଲକବଷ୍ଟର ହୋଇପାରିଛି । ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ଜୁନିୟର ଏନଟିଆର ଓ ରାମଚରଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଇତି ମଧ୍ୟରେ ଏକ ଖବର ହସ୍ତଗତ ହୋଇଛି ଯେ, ଜୁନିୟର ଏନଟିଆରଙ୍କ କୋମରାମ ଭୀମ ଅଭିନୟରେ ବିଭିନ୍ନ ବିଦେଶୀ ମିଡିଆ ପ୍ରଭାବିତ ହୋଇଛନ୍ତି । ଏପରିକି ସେମାନେ ଓସ୍କାର ଶ୍ରେଷ୍ଠ ଅଭିନେତା ପାଇବା ପାଇଁ ଏହି ଅଭିନେତା ହକଦାର ବୋଲି ଭବିଷ୍ୟବାଣୀ କରିଛନ୍ତି । ଲୋକପ୍ରିୟ ପତ୍ରିକା ଭ୍ୟାରେଟି ଟପ ଫିଲ୍ମ ତାଲିକାରେ ଆରଆରଆର ଓ ଅଭିନେତା ଶ୍ରେଣୀରେ ଜୁନିୟର ଏନଟିଆରଙ୍କୁ ସାମିଲ କରିଛି । ପତ୍ରିକାର ଏହି ଭବିଷ୍ୟବାଣୀ ଭାରତୀୟ ସିନେପ୍ରେମୀଙ୍କୁ ଉତ୍ସାହିତ କରିଛି । ପୂର୍ବରୁ ହଲିଉଡ ସମାଲୋଚକ ଟିମ ୨ଥର ଏହି ଫିଲ୍ମ ଏବଂ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି । ଜୁନିୟର ଏନଟିଆର ଓସ୍କାରର ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇବା ଏବେ ଅସମ୍ଭବ ଲାଗୁ ନାହିଁ ।
BREAKING NEWS
- Indian man shot dead in US: ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା; ପିଜା ଡେଲିଭରି କରିବାକୁ ଡକିଲେ.. ପହଞ୍ଚିବା ମାତ୍ରେ ଗୁଳି କଲେ
- ଭାରତୀୟ ଟିମ ପକ୍ଷରୁ ଖେଳିବା ପାଇଁ ସିରିୟସ ନାହାନ୍ତି ବୁମରାହ !
- ବାଘ ଛାଲ ବିକ୍ରି ନେଇ ଯୋଜନା ଚାଲିଥିବାବେଳେ ୨ ଶିକାରୀଙ୍କୁ ମାଡି ବସିଲା ପୋଲିସ, ୨ଟି ଚିତାବାଘ ଚମଡ଼ା ଜବତ
- ଲେବାନନ ଉପରେ ଇସ୍ରାଏଲର ସବୁଠୁ ବଡ଼ ଆକ୍ରମଣ; ଜଣେ ବ୍ରିଗେଡିୟର ଜେନେରାଲଙ୍କ ସମେତ ୧୨ ନିହତ, ହିଜବୁଲ୍ଲାହର ୧୫୦ଟି…
- ଦିଗପହଣ୍ଡିରେ ଚାଞ୍ଚଲ୍ୟ; ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର
- ୧୨ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ
- ଗୋଠପାଟଣାରେ ୧୦୦୦ କୋଟି ବିନିଯୋଗରେ ନିର୍ମାଣ ହେବ ମଲ୍ଟି ପର୍ପୋଜ ସ୍ପୋର୍ଟସ କମ୍ପ୍ଲେକ୍ସ
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା; ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ବିଜେଡି
- ଫିଫା ବିଶ୍ୱକପ: ଇରାନ ଟିମକୁ ଏହି ସର୍ତରେ ମିଳିଲା ଭିଜା
- କୁଆଡେ ଗଲା ଡାକ୍ତରୀ ଛାତ୍ରୀଙ୍କ ଡାଏରୀ; ଗୋରା ହେବାକୁ ଇଞ୍ଜେକସନ ନେଉଥିଲେ କି ଚନ୍ଦ୍ରିକା…
Comments are closed.