ସୁବର୍ଣ୍ଣପୁର: ନିଆଁ ଲାଗି ଜଳିଗଲା ଅଟୋ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରାରେ ଏହି ଘଟଣା ଦେଖିବାକୁ ମିଳିଛି । ନିଆଁ ଲାଗିବାରୁ ଅଟୋ ସମ୍ପୂର୍ଣ୍ଣ ପୋଡିଯାଇଛି । କପାସିରା ଗ୍ରାମର କୁମାର ସାହୁ ବଗର୍ତୀଙ୍କ ଏହି ଅଟୋ । ସେ ଗତକାଲି ସଂଧ୍ୟାରେ ଗାଁ ନିକଟ ନାଳ ପାଖରେ ଅଟୋକୁ ରଖି ଶୌଚ ପାଇଁ ଯାଇଥିଲେ । ଫେରିବା ବେଳକୁ ଅଟୋ ହୁତୁ ହୁତୁ ଜଳୁଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
BREAKING NEWS
- ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ;ଛତିଶଗଡ଼ ରାସ୍ତାରେ ମାରିଲେ ଚମ୍ପଟ
- ରାଜ୍ୟରେ ଆଉ ରହିବ ନାହିଁ ଆଳୁ ସମସ୍ୟା;ନିରବଚ୍ଛିନ୍ନ ଯୋଗାଣ ନେଇ ପଶ୍ଚିମବଙ୍ଗ ସହ ବୈଠକ
- ୧୦୦ ଦିନର ନୀରବ ପଦଯାତ୍ରା: ପୁରୀ ବାସିନ୍ଦାଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ…
- ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ
- ସଞ୍ଜୁଙ୍କୁ ନେଇ ଟିମ ମ୍ୟାନେଜମେଂଟ, ଚୟନ କମିଟି ମଧ୍ୟରେ ମତଭେଦ
- ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି କଥା…
- Kathajodi River:କାଠଯୋଡ଼ି ପଠାରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ
- ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…
- ଜୁନିୟର ପୁରୁଷ ହକି: ଭାରତୀୟ ଦଳରେ ଓଏନ୍ଟିଏଚ୍ଏଚ୍ପିସିର ୭ ଜଣ କ୍ୟାଡେଟ୍
- India & Australia Sign Uranium Pact:ଅଷ୍ଟ୍ରେଲିଆ ଭାରତକୁ ଯୋଗାଇବ ୟୁରାନିୟମ;ଭାରତ ପାଇଁ ଅଷ୍ଟ୍ରେଲିଆ ସହିତ ୟୁରାନିୟମ ଚୁକ୍ତି କେତେ ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ…
Comments are closed.