ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ ଦିଅନ୍ତିନି । ତେବେ ମନର ରାଗ ରୁଷା ସବୁ ଅନ୍ୟବାଟେ ଯଥା ସମ୍ଭବ କମ ପ୍ରକାଶ କରନ୍ତି । ଫଳରେ ପିଲାମାନେ ବି ଖୁବ ଶାନ୍ତି ଏବଂ ଧୈର୍ଯ୍ୟର ସହ କିଭଳି ନିଜ କଥା ରଖା ଯାଇପାରିବ ତାହା ଶିଖନ୍ତି । ତେଣୁ ସମାଜ ବେଶ ଶାନ୍ତି ପ୍ରିୟ ରହେ । ଭାବିଲ ଦେଖି ଆମ ଘରେ, ସାହି ପଡିଶାରେ ଏବଂ ସ୍କୁଲରେ ଯଦି ଲଢେଇ-ଝଗଡା କମ ହୁଅନ୍ତା ତେବେ କେମିତି ହୁଅନ୍ତା ।
BREAKING NEWS
- ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ମାରପିଟ୍; ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
- BJD Press Meet: ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନ୍ଦେହ ପ୍ରକାଶ କଲା ବିଜେଡି
- ଉଦଘାଟନ ପୂର୍ବରୁ HPCL ରିଫାଇନାରୀରେ ଅଗ୍ନିକାଣ୍ଡ, ପ୍ରଧାନମନ୍ତ୍ରୀ କରିଥାନ୍ତେ…
- JEEResult 2026:ପ୍ରକାଶ ପାଇଲା JEE (ମେନ୍) ସେସନ-୨ ରେଜଲ୍ଟ; ୨୬ ପ୍ରାର୍ଥୀଙ୍କର ସ୍କୋର ୧୦୦ ପ୍ରତିଶତ
- ହେପାଟାଇଟିସ୍ ଠାରୁ ସିରୋସିସ୍ ପର୍ଯ୍ୟନ୍ତ, କେବେ ଲିଭର ସମସ୍ୟା ଜୀବନ ପାଇଁ ବିପଦପୂର୍ଣ୍ଣ ହୁଏ?
- Plane Crash:ଛତିଶଗଡ଼ରେ ବିମାନ ଦୁର୍ଘଟଣାର ଖବରକୁ ଖଣ୍ଡନ କଲେ ଅଧିକାରୀ;କହିଲେ-“କୌଣସି ପ୍ରମାଣ ନାହିଁ”
- କାନାଡାକୁ ଟ୍ରମ୍ପଙ୍କ ଧମକ: “ଚୀନ ସହିତ ବାଣିଜ୍ୟ ଚୁକ୍ତି ଶେଷ କର, ନଚେତ୍ ଲାଗୁ ହେବ ୧୦୦ ପ୍ରତିଶତ ଶୁଳ୍କ
- Assembly Elections: ଆସନ୍ତା ୪୮ ଘଣ୍ଟା ପାଇଁ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ‘dry day’ଘୋଷଣା
- ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆସିଲା କୁନି ଅତିଥି
- ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୩ ଦିନ ଲାଗି ସ୍କୁଲ ଛୁଟି
Comments are closed.