ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶିକା ନୀତା ଅମ୍ବାନୀ ତାଙ୍କ ଫ୍ୟାଶନ ପାଇଁ ଆଜିକାଲି ବେଶ୍ ଚର୍ଚ୍ଚିତ । କିଛି ଦିନ ତଳେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ନିଜ ଫ୍ୟାଶନକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେମିତି ସେ ଏକ ଜ୍ୟାକେଟ୍ ପିନ୍ଧିଥିଲେ,ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଢେର ଚର୍ଚ୍ଚା । ନୀତା ପରିଧାନ କରିଥିବା ଏହି ଜ୍ୟାକେଟର ଦାମ୍ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ
ନୀତା ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି,ତା ଉପରେ ଏକ ନାଲି ଓ କଳା ରଙ୍ଗର ଫୁଲ ଡ଼ିଜାଇନର ଏକ ଶୀତବସ୍ତ୍ର ପିନ୍ଧିଛନ୍ତି । ଏହାର ବ୍ରାଣ୍ଡ ଲେବଲ୍ ହେଉଛି ଡଲ୍ସ ଏବଂ ଗବାନା । ଏହାର ମୂଲ୍ୟ ହେଉଛି ୮୪,୬୦୩ ଟଙ୍କା । ଏହାର ଅଧିକ ସୁନ୍ଦର ଲୁକ୍ ପାଇଁ ତାହା ଉପରେ ଏକ ଧୂସର ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି । ଏହି ଜ୍ୟାକେଟ୍ ବ୍ରାଣ୍ଡ ହେଉଛି ୟୋସ୍ ସଲୋମନ୍ । ଏହି ଜ୍ୟାକେଟ୍ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ୭୦ ହଜାର ଟଙ୍କା । ନୀତା ଅମ୍ବାନୀଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇପଡିଛନ୍ତି ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.