କଟକ: କଟକ ହରିଣ ପାର୍କ ନିକଟସ୍ଥ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ । ଯୁବତୀ ଜଣକ ଆଜି ସନ୍ଧ୍ୟାରେ ହଠାତ୍ ମହାନଦୀ ଡ଼େଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଯୁବତୀଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ କେଉଁ କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି, ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଚଳାଇଛି ।
BREAKING NEWS
- ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ଅନେକ ଗୁରୁତର
- ରେସଲର ବଜରଙ୍ଗ ପୂନିଆଙ୍କୁ ୨୦୨୪ ଶେଷ ପର୍ଯ୍ୟନ୍ତ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ
- ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, କ’ଣ ରହିଛି ଫୋକସ୍ ରେ ଜାଣନ୍ତୁ…
- ପଦ୍ମ ଫୁଟାଇବ ମୋଦି ଲହର !
- ହାତରେ ରହିବ ତ କୋରାପୁଟ !
- ଜାତୀୟ ମହିଳା ହକି ଲିଗ: ମିଜୋରମକୁ ହରାଇଲା ଓଡିଶା
- ‘ହିନ୍ଦୁଙ୍କ ଚିନ୍ତା ନିଶ୍ଚୟ କରିବି; କାରଣ ଭୂମି ଛୋଟ ହେବାରେ ଲାଗିଛି, ଜନସଂଖ୍ୟା ବୃଦ୍ଧି ପାଉଛି’
- ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ କହିଲେ ଯାହାର ୨ଟି ପତ୍ନୀ ତାକୁ କଂଗ୍ରେସ ଦେବ ୨ ଲକ୍ଷ
- ‘ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ ରେ ପରିଣତ ହୋଇଛି’
- ‘ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ’