ପୁରୀ: ପବିତ୍ର ପୁରୀ ସହରରେ ଓଡ଼ିଶାର ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ରର ‘ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ଶଙ୍କର ସଂସ୍ଥା’ ପକ୍ଷରୁ ପ୍ରାୟ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପୁରୀ ବେଳାଭୂମିରେ ସଫା-ସୁତରା କାର୍ଯ୍ୟକରି ସ୍ୱଚ୍ଛତା ବଜାୟ ରଖିଥିଲେ । ଦୀର୍ଘ ୫ କିଲୋମିଟର ବ୍ୟାପୀ ବାଲୁକା ବେଳାଭୂମିରେ ଏହି ସ୍ୱେଚ୍ଛାସେବୀମାନେ କୁଢକୁଢ ବର୍ଜ୍ୟବସ୍ତୁ ସଫା କରିଥିଲେ ।
BREAKING NEWS
- ପୁଣି ନିରାଶ ହେଲେ ହେମନ୍ତ ସୋରେନ, ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ
- ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଚିତ୍ରଶିଳ୍ପୀ ଦୀନନାଥ ପାଠୀଙ୍କ ଜୟନ୍ତୀ ପାଳିତ
- ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ
- ଆଗାମୀ ୩ରୁ ୪ ଦିନ ହେବ ଝଡ ବର୍ଷା
- ‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’
- “ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ
- ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି
- ଟି୨୦ ବିଶ୍ୱକପ ପରେ ନୂତନ କୋଚ
- କୋର୍ଟରେ ହାଜର ହେଲେନି ଅନୁଭବ, ବ୍ୟକ୍ତିଗତ କାରଣ ଦର୍ଶାଇ ମାଗିଲେ ସମୟ
- ପିଟ୍ରୋଡାଙ୍କ ପରେ ମଣି ଶଙ୍କରଙ୍କ ବିବାଦୀୟ ବୟାନ: କହିଲେ ପାକ୍ ପାଖରେ ଅଛି ପରମାଣୁ ବୋମା, ଭାରତ ତାକୁ ସମ୍ମାନ ଦେଉ