Latest Odisha News

BREAKING NEWS

ଉଛୁଳିଲା ସାବେରୀ ନଦୀ, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କେତେକ ଭାଗରେ ଗତ କିଛି ଦିନ ହେବ ବର୍ଷା ଛାଡି ଯାଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିନି । ଏବେବି ବର୍ଷା ପାଣି ଯୋଗୁଁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

ମିଳିଥିବା ସୂଚନାନୁଯାୟୀ ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ସ୍ଥାନୀୟ କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ କାଲିମେଳା-ପଡିଆ ଏବଂ ମାଲକାନଗିରି ଓ ପଡୋଶୀ ଛତିଶଗଡ ମଧ୍ୟରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.