Latest Odisha News

ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର : ଆଜି ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଦିନ ୧୧ଟା ପରେ ଯେକୌଣସି ସମୟରେ ଜଳଭଣ୍ଡାରରୁ ପୂଜାର୍ଚ୍ଚନା ପରେ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଜ୍ୟୋତିର୍ମୟ ନନ୍ଦ ସୂଚନା ଦେଇଛନ୍ତି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ ଅନ୍ୟପଟେ ୧୧ହଜାର ୮୪୬ ଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୭. ୦୬ ଫୁଟରେ ରହିଥିଲା ।

Leave A Reply

Your email address will not be published.