Latest Odisha News

BREAKING NEWS

ଆଇଏଏସ ବିନୋଦ କୁମାରଙ୍କ ଆବେଦନକୁ ହାଇକୋର୍ଟଙ୍କ ଖାରଜ

ଭୁବନେଶ୍ୱର/କଟକ : ଓଆରଏଚଡ଼ିସି ଦୁର୍ନିୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କ ସମେତ ଅନ୍ୟ ୪ଜଣଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ଏବେ ବିନୋଦ କୁମାରଙ୍କ ପାଇଁ ସମସ୍ୟା ବଢିଲା ।

ଆଇଏଏସ ବିନୋଦ କୁମାରଙ୍କୁ ଅଗଷ୍ଟ ୪ତାରିଖରେ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର ହେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ତେବେ ସେମାନଙ୍କ ବିରୋଧରେ ଜାରି ହୋଇଥିବା ଏନବିଡ଼ବ୍ଲ୍ୟୁ ଆସନ୍ତା ୪ ତାରିଖ ଯାଏଁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ଆସନ୍ତା ୪ତାରିଖରେ ଦୋଷୀଙ୍କ ନିର୍ଦେଶ ପ୍ରତି ଦଣ୍ଡ ବିଧାନରେ ହେବ ଶୁଣାଣି । ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଇଏଏସ ବିନୋଦ କୁମାରଙ୍କ ସହିତ ଅନ୍ୟ ୪ଜଣ ।

Leave A Reply

Your email address will not be published.