ଭୁବନେଶ୍ୱର: କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରୂପକ ତୁରୁକଙ୍କ ସ୍ଥାନରେ ବିନୋଦ ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଛି। ଏନେଇ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
BREAKING NEWS
- ଫୁଡ୍ ପ୍ରୋସେସିଂ ହବ୍ ହେବ ଓଡ଼ିଶା
- ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ; କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ଆଣିଲେ…
- Delimitation Bill: ଅଗଷ୍ଟରେ ହେବ କି ସଂସଦର ସ୍ୱତନ୍ତ୍ର ଅଧିବେଶନ? ପରିସୀମନ ବିଲ୍କୁ ନେଇ ମୋଦିଙ୍କ ବଡ଼ ସଙ୍କେତ
- ହିଟ୍ ଆଣ୍ଡ୍ ରନ୍ ମାମଲା: ୨ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର, ୭ ଗୁରୁତର
- Nuclear power plant: ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ! ସରକାରଙ୍କ ପାଖରେ ପହଞ୍ଚିଲେ ଟାଟା, ଆଦାନୀ…କାହା ହାତକୁ ଯିବ ପାଓ୍ବର ପ୍ଲାଣ୍ଟ ପ୍ରକଳ୍ପ?
- Boarding School:ପିଲାଙ୍କ ଭବିଷ୍ୟତ ପାଇଁ ବୋଡିଂ ସ୍କୁଲ ଛାଡିଥିଲେ ବାପା ମା’, ହଠାତ୍ ବେଡିଂ ବସ୍ତାନି ଧରି ଚାଲି ଚାଲି ଘରମୁହାଁ ହେଲେ ଛାତ୍ରଛାତ୍ରୀ
- ବାଘଛାଲ ଚୋରାଚାଲାଣର ପର୍ଦ୍ଦାଫାଶ, ଗିରଫ ଅଭିଯୁକ୍ତ
- Handloom Day: ‘କିଣନ୍ତୁ, ପିନ୍ଧନ୍ତୁ, ଭିଡିଓ କରନ୍ତୁ…’, GRWM ଟ୍ରେଣ୍ଡରେ ଦେଶୀ ବୁଣାକାରଙ୍କୁ ଦୁନିଆକୁ ଦେଖାଇବାକୁ କହିଲେ ପ୍ରଧାନମନ୍ତ୍ରୀ
- ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ
- ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି

Comments are closed.