ଭୁବନେଶ୍ୱର:ପ୍ରଯୋଜକ ଟୁଟୁ ନାୟକଙ୍କ ମିଳିଲାନି ଜାମିନ । ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ସେ ପର୍ଯ୍ୟନ୍ତ ଟୁଟୁ ନାୟକ ଜେଲରେ ରହିବେ ।
ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶନିବାର ଶୁଣାଣି ହୋଇଥିଲା । ହେଲେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ ।
ସୂଚନାଥାଉ କି, ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା ନେଇ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା
BREAKING NEWS
- ଏହି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଫାଇଲ୍ ଶେଷ କରିବାକୁ ନିର୍ଦ୍ଦେଶ
- ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ
- Car falls into gorge:ତିନିଶହ ଫୁଟ ଗଭୀର ଖାଇକୁ ଖସିଲା ପର୍ଯ୍ୟଟକଙ୍କ କାର୍ …୬ ମୃତ,ଚାରି ଆହତ
- ଆକ୍ସନ ମୋଡ୍ରେ ଡିଜିପି: ଏଣିକି ସକାଳ ୯ଟା ପୂର୍ବରୁ ସବୁ ଥାନାରେ ହେବ ପ୍ୟାରେଡ୍, ଜାରି ହେଲା କଡ଼ା ନିର୍ଦ୍ଦେଶ
- ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲା ବିବାଦ: ଦୁଇ ବିଧାୟକଙ୍କ ଭୋଟକୁ ନେଇ CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି
- ସୋସିଆଲ ମିଡିଆରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବର୍ଷିଲେ ସୌମ୍ୟଙ୍କ ମାମୁଁ
- କବିମୟ ହୋଇପଡିଲା ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ଚନ୍ଦନ ମଉଜ
- ବାଲିଅନ୍ତା ପୋଲିସ କାହାକୁ ସୁରକ୍ଷା ଦେଉଛି? ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ତଦନ୍ତ ନା ନାଟକ?
- ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଆରମ୍ଭ
- ଅଜବ ‘ATM’: ଟଙ୍କା ନୁହେଁ, ଏଠୁ ମିଳୁଛି ହେୟାର କଟିଂ ଓ ସେଭିଂ ସୁବିଧା
Comments are closed.