ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ମାତ୍ର ଏଥିରୁ ବେଳେ ବେଳେ ଏମିତିସବୁ ଜିନିଷ ବାହାରେ ଯାହାକୁ ଦେଖି ଲୋକେ ତାହା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେଙ୍ଗାଲୁରୁର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି । ଯେତେବେଳେ ସେ ବ୍ୟକ୍ତି ଜଣକ ସାଲଡ୍ ପ୍ୟାକେଟ ଖୋଲିଲେ, ତା ଭିତରୁ ସେ ଏକ ଜୀବନ୍ତ ଗେଣ୍ଡା ଛୁଆ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
‘ଧଭଲ ସିଂ’ ନାମକ ଜଣେ ଗ୍ରାହକ ଏହି ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଧଭଲ କହିଛନ୍ତି ଯେ, ସେ ସ୍ୱିଗି ମାଧ୍ୟମରେ ‘ଲିଓନ୍ ଗ୍ରିଲ’ ନାମକ ଏକ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିଥିଲେ । ଯେତେବେଳେ ସେ ପ୍ୟାକେଟ ଖୋଲିଲେ ସେଥିରେ ଜୀବନ୍ତ ଗେଣ୍ଡାଛୁଆକୁ ଦେଖି ସେ ଭୟଭୀତ ହୋଇଯାଇଥିଲେ ।
BREAKING NEWS
- Hormuz Reopen: ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ରେଟ୍… ହର୍ମୁଜ୍ ଖୋଲିବା ପରେ ଆପଣଙ୍କ ପକେଟ୍ ଉପରେ କିପରି ପଡିବ ପ୍ରଭାବ?
- ଆମେରିକାରେ ଭାରତୀୟ ଆଇଟି ପ୍ରଫେସନାଲ୍ଙ୍କୁ ବ୍ଲାକମେଲ୍ !
- ଉଦ୍ଧବଙ୍କ ଦଳ ବିଭାଜନ ସ୍ପଷ୍ଟ: ବୈଠକରେ ଯୋଗଦେଇଥିଲେ ମାତ୍ର ୩ ସାଂସଦ
- ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ
- ଅଠରନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ ଟଙ୍କା…
- ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି; ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ
- ପୁରୀରେ ୭୦୦ରୁ ଉର୍ଦ୍ଧ୍ବ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଉଦବେଗ ପ୍ରକାଶ କଲେ ଅଗ୍ନିଶମ ଡିଜି
- ଆମ କଥାରେ ମୁଣ୍ଡ ପୁରାନି; ଟ୍ରମ୍ପକୁ କାହିଁକି ଏଭଳି କହିଲା ବ୍ରାଜିଲ
- ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍
- କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀ

Comments are closed.