ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ନାମାଙ୍କନ ଦାଖଲ କଲେ ରାଜନାଥ ସିଂ। ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜନାଥ ସିଂ । ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଏକ ରୋଡ ସୋ କରିଥିଲେ । ଏହି ରୋଡ୍ ସୋ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଆରମ୍ଭ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଜନାଥ ଲକ୍ଷ୍ନୌର ହନୁମାନ ସେତୁ ମନ୍ଦିରରେ ମଧ୍ୟ ପୂଜା କରିଥିଲେ।
BREAKING NEWS
- ‘ଭବିଷ୍ୟତରେ AI ଯୁଦ୍ଧକୁ ଆକାର ଦେବ; ଆମକୁ ଏବେ ଡାଟା, ନେଟୱାର୍କ ଏବଂ ଇଣ୍ଟେଲିଜେନ୍ସର ଆବଶ୍ୟକ ଅଛି’
- ଟି୨୦ ବିଶ୍ୱକପ ଉଦଯାପନୀ ସମାରୋହରେ ତଡକା ଲଗାଇବା ଏହି ସବୁ ଷ୍ଟାର୍ସ
- AOCWA: ଆଲୋଚନା ସଫଳ;୧୪ ଦିନିଆ ଆନ୍ଦୋଳନରୁ ଓହରିଲା ଏଓସିଡବ୍ଲ୍ୟୁଏ
- Pocso Act: ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା: ଓଡ଼ିଶା ହାଇକୋର୍ଟ
- ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି କହିଲେ ନ୍ୟୁଜିଲାଣ୍ଡ ହାରିଲେ ତାଙ୍କୁ ଦିଆଯିବ ଚୋକର୍ସ ଟ୍ୟାଗ
- Opium Cultivation Destroy: ୧୦ କୋଟିରୁ ଅଧିକ ମୂଲ୍ୟର ଅଫିମ ଗଛ ନଷ୍ଟ, ୧୪ କେଜିରୁ ଅଧିକ ଫୁଲ ଜବତ
- Kolab dam: କୋଲାବ ଜଳ ଭଣ୍ଡାରରେ ବୁଡ଼ିଗଲେ ୩ ଦଶମ ଛାତ୍ର
- ଭାରତ ଚାମ୍ପିୟନ ହେଲେ ଦୂର ହେବ ଏହି ସବୁ ଭ୍ରମ
- ଟି୨୦ ବିଶ୍ୱକପ ଫାଇନାଲ: ଦେଖିବାକୁ ମିଳିବ ବ୍ୟାଟ୍ସମ୍ୟାନଙ୍କ ରାଜୁତି
- ଛାତ୍ରୀଙ୍କୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ; ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ
Comments are closed.