କେନ୍ଦୁଝର: କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ରୁଗୁଡି ସ୍ଥିତ କେଜେଏସ୍ ଆଲୁଓ୍ବାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ । ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିବାରୁ ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଏଥିରେ ୯ ଜଣ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି ।
BREAKING NEWS
- ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ
- ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
- ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
- Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
- ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ
- ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ
- ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ
- ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ
- ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ
- ମହିଳାଙ୍କୁ ସଂରକ୍ଷଣ ସରକାରଙ୍କ ବଡ଼ ଯୋଜନା
Comments are closed.