Latest Odisha News

BREAKING NEWS

କ୍ଷମତା ବଜାୟ ରଖିଲେ ପ୍ରତାପ, ହାରିଲେ ଲେଖାଶ୍ରୀ

ବାଲେଶ୍ଵର: କ୍ଷମତା ବଜାୟ ରଖିଲେ ପ୍ରତାପ ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ଲେଖାଶ୍ରୀଙ୍କୁ ହରାଇ ବାଜିପାତ୍ କରିଛନ୍ତି ପ୍ରତାପ ଷଡଙ୍ଗୀ । ୪୦ ହଜାରରୁ ଅଧିକ ଭୋଟରେ ପ୍ରତାପ ବାଜିମାତ୍ କରିଛନ୍ତି । ତେବେ ବିଜୟ ହାସଲ ପରେ ମନ୍ତ୍ରୀ ହେବେ କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ।

୫ଲକ୍ଷ ୨୬ ହଜାର ୪୧୭ରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ବିଜୟୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ବିଜେଡ଼ି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଉଭୟଙ୍କ ମଧ୍ୟ କଡ଼ା ସଂଘର୍ଷ ପରେ ମଧ୍ୟ ପରାଜୟ ହୋଇଛନ୍ତି ଲେଖାଶ୍ରୀ । ଲେଖାଶ୍ରୀଙ୍କୁ ୩ ଲକ୍ଷ ୭୬ ହଜାର ୭୩ ଭୋଟ ମିଳିଛି ।

Comments are closed.