ଭୁବନେଶ୍ବର: ଚାରିଆଡେ ଉତ୍ସବର ମାହୋଲ। ଦୀପାବଳିକୁ ନେଇ ସମସ୍ତେ ଉତ୍ସବମୁଖର। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି। ସେ ଏକ ଭିଡିଓ ଜରିଆରେ ସମସ୍ତ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ଭିଡିଓ ବାର୍ତ୍ତାରେ ସେ କହିଛନ୍ତି,” ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଆପଣ ଓ ଆପଣଙ୍କର ପରିବାକୁ ମୋର ଶୁଭକାମନା। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ । ଜୟ ଜଗନ୍ନାଥ ।”
BREAKING NEWS
- ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ନେଇ ଆଜି ପାଇଁ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଜାରି…
- ଦେଶରେ ସିରିଏଲ ବ୍ଲାଷ୍ଟ ଏବଂ ପୋଲିସ ଉପରେ ଆକ୍ରମଣ ଯୋଜନା ପଣ୍ଡ, ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
- ‘ଏହା ଏକ ଯୋଜନାବଦ୍ଧ ହତ୍ୟା, ବିଜେପି ଏଠାକାର ଗୁଣ୍ଡାମାନଙ୍କୁ ନିପାତ କରିବ’, ପିଏଙ୍କ ହତ୍ୟା ପରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା..
- ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା!
- ମାଡ଼ି ଆସୁଛି କି ମହାଯୁଦ୍ଧ? ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ଥରୁଛି ତେହେରାନ
- ମମତାଙ୍କ ଗଡ଼ ଧୂଳିସାତ୍: ଏବେ ‘ବେଙ୍ଗଲ ଟାଇଗର’ ସାଜିବେ ଶୁଭେନ୍ଦୁ?
- ମେ ୧୮ରେ ଅବସର ନେବେ କି ଧୋନୀ !
- India’s exports hit record:ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନୂତନ ରେକର୍ଡ କଲା ଭାରତ… $୮୬୩ ବିଲିୟନ ଛୁଇଁଲା
- ବିଜୟଙ୍କୁ ସମର୍ଥନ ପାଇଁ ମନାକଲା AIADMK, ସଂଖ୍ୟାଗରିଷ୍ଠତା ପ୍ରମାଣ ନେଇ ବଢ଼ିଲା ଅଡୁଆ
- ମୁଁ ଇସ୍ତଫା ଦେବିନି, ମୋତେ ବରଖାସ୍ତ କର: ମମତା ବାନାର୍ଜୀ
Comments are closed.