Latest Odisha News

BREAKING NEWS

ବିଏସଏନଏଲର ଧମକା ଅଫର୍: ୧୯୯୯ ଟଙ୍କାରେ ୬ ମାସ ପାଇଁ ଦ୍ରୁତ ଇଣ୍ଟରନେଟ୍ ଉପଲବ୍ଧ

ନୂଆଦିଲ୍ଲୀ: ବିଏସଏନଏଲ ଦ୍ୱାରା ବଜାରରେ ନୂତନ ପ୍ଲାନ୍ ମଧ୍ୟ ଆରମ୍ଭ କରାଯାଇଛି। କମ୍ପାନୀ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ନଜରରେ ରଖି ଅଫର ଆଣିଛି | କମ୍ପାନୀ ବ୍ୟବହାରକାରୀଙ୍କୁ ୬ ମାସ ପାଇଁ ଇଣ୍ଟରନେଟ୍ ଯୋଗାଉଛି | ଭାରତ ଫାଇବର ପ୍ଲାନ୍ ରେ ୧୩୦୦ ଜିବି ହାଇ ସ୍ପିଡ୍ ଡାଟା ଦିଆଯାଉଛି | ୟୁଜର୍ସଙ୍କୁ ପ୍ରତି ମାସରେ ଏହି ଡାଟା ଦିଆଯିବ ।

କମ୍ପାନୀ ଏହାର ସୂଚନା ସୋସିଆଲମିଡିଆ ଏକ୍ସରେ ଦେଇଛି ।

ୱିଣ୍ଟର ବୋନାଞ୍ଜା ଅଫର ଅନୁଯାୟୀ ୟୁଜରମାନେ ୧୯୯୯ ଟଙ୍କା ପାଇଁ ଫୁଲ୍ ୬ ମାସର ଭାରତ ଫାଇବର ବ୍ରଡବ୍ୟାଣ୍ଡ ସର୍ଭିସ ପାଇବେ । ଏହି ପ୍ଲାନରେ, ୟୁଜରମାନଙ୍କୁ ପ୍ରତି ମାସରେ ୨୫Mbps ସ୍ପିଡରେ ୧୩୦୦ GB ଡାଟା ଦିଆଯିବ ଓ ଲିମିଟ୍ ଶେଷ ହେବା ପରେ, ୟୁଜରମାନଙ୍କୁ ୪Mbps ସ୍ପିଡରେ ଅନଲିମିଟେଡ୍ ଇଣ୍ଟରନେଟ୍ ଦିଆଯାଉଛି । ଏହି ପ୍ଲାନରେ, ୟୁଜର୍ସମାନେ ଲ୍ୟାଣ୍ଡଲାଇନ ମାଧ୍ୟମରେ ଅନଲିମିଟେଡ୍ କଲିଂର ଲାଭ ଉଠାଇ ପାରିବେ ।

 

 

Leave A Reply

Your email address will not be published.